অর্থ : ଗୋଟିଏ ଗଛର ଛୋଟ ପତ୍ର ଯାହାକୁ ସେବନ କଲେ ନିଶା ହୋଇଥାଏ
উদাহরণ :
ହୋଲି ଦିନ ମୁଁ ଭାଙ୍ଗ ମିଶା ସରବତ ପିଇ ଦେଇଥିଲି
অন্যান্য ভাষায় অনুবাদ :
A preparation of the leaves and flowers of the hemp plant. Much used in India.
bhangঅর্থ : ଗୋଟିଏ ବର୍ଣ୍ଣବୃତ୍ତ
উদাহরণ :
ବିଜୟାରେ ଆଠଟି ବର୍ଣ୍ଣ ଥାଏ
অন্যান্য ভাষায় অনুবাদ :
অর্থ : ଆଶ୍ୱିନ ଶୁକ୍ଳ ଦଶମୀରେ ପାଳନ କରା ଯାଉଥିବା ଏକ ହିନ୍ଦୁ ପର୍ବ
উদাহরণ :
ପୂର୍ବ ଭାରତରେ ଦଶହରା ପର୍ବ ଧୁମ୍ଧାମରେ ପାଳନ କରାଯାଏ
সমার্থক : ଦଶରା, ଦଶହରା, ବିଜୟା ଦଶମୀ
অন্যান্য ভাষায় অনুবাদ :
A day or period of time set aside for feasting and celebration.
festivalঅর্থ : ପାର୍ବତୀଙ୍କ ଜଣେ ସଖୀ
উদাহরণ :
ବିଜୟାଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : ଯମଙ୍କ ପତ୍ନୀ
উদাহরণ :
ଧୂମ୍ରୋରୂପାଙ୍କ ବର୍ଣ୍ଣନା ପୁରାଣରୁ ମିଳେ
সমার্থক : ଧୂମ୍ରୋରୂପା
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : ଏକ ମାତ୍ରା ଛନ୍ଦ
উদাহরণ :
ବିଜୟାରେ ଦଶଟି ମାତ୍ରା ଥାଏ
অন্যান্য ভাষায় অনুবাদ :