অর্থ : କୌଣସି ଜିନିଷର ନିର୍ମାଣ ପାଇଁ ସେଥିରେ ଲାଗିଥିବା ବସ୍ତୁମାନଙ୍କୁ ବ୍ୟବସ୍ଥିତ ରଖିବାର କ୍ରିୟା
উদাহরণ :
ଆମ ସହର ଦେଇ ରେଳ ଲାଇନ୍ ବିଛାର ଯୋଜନା ଅଛି
অন্যান্য ভাষায় অনুবাদ :
অর্থ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ବିଛାରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ବିଛାରାଶିରେ ଥାଏ
উদাহরণ :
ବିଛାରାଶିପାଇଁ ଏବର୍ଷ ଫଳଦାୟକ
সমার্থক : ବିଛାରାଶି, ବୃଶ୍ଚିକ, ବୃଶ୍ଚିକରାଶି
অন্যান্য ভাষায় অনুবাদ :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य वृश्चिकराशि में हो।
वृश्चिकराशिवालों के लिए यह वर्ष फलदायी है।