অর্থ : ମନରେ କୌଣସି ବିଷୟରେ ବିଚାର କରିବା ବା ବୁଦ୍ଧିର ଉପଯୋଗ କରିବା
উদাহরণ :
ଏହି ପ୍ରଶ୍ନର ସମାଧାନ କରିବା ନିମନ୍ତେ ମୁଁ ବହୁତ ଚିନ୍ତା କଲି,କିନ୍ତୁ ସଫଳତା ମିଳିଲା ନାହିଁ ସେ ଦିନତମାମ ବସି କେଜାଣି କଣ ଭାବୁଥିଲେ?ପ୍ରତ୍ୟେକ ଜିନିଷକୁ ନକରାତ୍ମକ ଦୃଷ୍ଟିରେ ଦେଖ ନାହିଁ
সমার্থক : ଅନୁସନ୍ଧାନ କରିବା, ଅନ୍ୱେଷଣ କରିବା, ଚିନ୍ତାକରିବା, ଭାବିବା
অন্যান্য ভাষায় অনুবাদ :
किसी विषय पर मन में कुछ विचार करना या दिमाग़ का उपयोग करना।
इस प्रश्न को हल करने के लिए मैंने बहुत सोचा, किन्तु सफलता नहीं मिली