অর্থ : ପ୍ରତିଜ୍ଞା ବା ସଙ୍କଳ୍ପରୁ ଓହରି ଯିବାର କାମ
উদাহরণ :
ସାଧାରଣତଃ ସ୍ୱାର୍ଥ ବିଚଳନର କାରଣ ହୋଇଥାଏ
অন্যান্য ভাষায় অনুবাদ :
A turning aside (of your course or attention or concern).
A diversion from the main highway.অর্থ : ନିଜ ସ୍ଥାନରୁ ହଟିଯାଇ ଏଣେତେଣେ ହେବାର କ୍ରିୟା
উদাহরণ :
ରାତିର ଆକାଶରେ ତାରାମାନଙ୍କ ବିଚଳନ ଆପଣ ସ୍ପଷ୍ଟ ଦେଖିପାରିବେ
অন্যান্য ভাষায় অনুবাদ :
The act of moving away in different direction from a common point.
An angle is formed by the divergence of two straight lines.