অর্থ : କଢ଼ିର ଫୁଲଟିଏ ବନିବାର ଅବସ୍ଥା
উদাহরণ :
କଢିଟିଏ ଫୁଲ ରୂପରେ ହିଁ ବିକାଶ ହୁଏ
অন্যান্য ভাষায় অনুবাদ :
The time and process of budding and unfolding of blossoms.
anthesis, blossoming, efflorescence, florescence, flowering, inflorescenceঅর্থ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
উদাহরণ :
ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
সমার্থক : ଅଭ୍ୟୁଦୟ, ଉତ୍ଥାନ, ଉନ୍ନତି, ଉନ୍ନୟନ, ପ୍ରଗତି
অন্যান্য ভাষায় অনুবাদ :
Gradual improvement or growth or development.
Advancement of knowledge.অর্থ : ବିକଶିତ ହେବାର ପ୍ରକ୍ରିୟା ବା ଭାବ
উদাহরণ :
ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ସବୁଠୁ ଅଧିକ ହୁଏ
সমার্থক : ବୃଦ୍ଧି
অন্যান্য ভাষায় অনুবাদ :
Gradual improvement or growth or development.
Advancement of knowledge.অর্থ : ବଢ଼ିବା ଓ ବଢ଼େଇବା କାର୍ଯ୍ୟ
উদাহরণ :
ଏହି ବର୍ଷ କମ୍ପାନୀର ବିକ୍ରିରେ ବିଶେଷ ବୃଦ୍ଧି ହୋଇଛି
সমার্থক : ଅଭିବୃଦ୍ଧି, ବର୍ଦ୍ଧନ, ବୃଦ୍ଧି
অন্যান্য ভাষায় অনুবাদ :
बढ़ने या बढ़ाने की क्रिया।
इस साल कंपनी की बिक्री में बहुत अधिक वृद्धि हुई है।