অর্থ : ବିକାଶ ପ୍ରାପ୍ତ ହେବା
উদাহরণ :
ଆମ ବେପାର ଧୀରେଧୀରେ ବିକଶିତ ହେଉଛି
সমার্থক : ଉନ୍ନତ ହେବା, ବିକଶିବା
অন্যান্য ভাষায় অনুবাদ :
অর্থ : କଢ଼ର ଫୁଲ ରୂପକୁ ବଦଳିବା
উদাহরণ :
ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
সমার্থক : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟି ଉଠିବା, ଫୁଟିବା
অন্যান্য ভাষায় অনুবাদ :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।