অর্থ : କୌଣସି ବସ୍ତୁକୁ ବଜାଇ ବା ପିଟି ଢୋ ଢୋ ଶବ୍ଦ ଉତ୍ପନ୍ନ କରିବା
উদাহরণ :
ଖେତରେ ପକ୍ଷୀଙ୍କୁ ହୁରୁଡ଼ାଇବାପାଇଁ ଟିଣ ବାଡ଼ିଆହୁଏ
অন্যান্য ভাষায় অনুবাদ :
किसी वस्तु को बजा या पीट कर पट-पट शब्द उत्पन्न करना।
खेत से चिड़ियों को भगाने के लिए टीन को पटपटाते हैं।অর্থ : ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
উদাহরণ :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
সমার্থক : ଠକଠକ କରିବା, ଧକ୍କା ମାରିବା, ଧଡ଼ଧଡ଼ କରିବା
অন্যান্য ভাষায় অনুবাদ :
Make short successive sounds.
rattleঅর্থ : ଭିତରକୁ ଗଳିବାପାଇଁ ଉପରୁ ଜୋରରେ ପିଟିବା
উদাহরণ :
ରାମ ମୂର୍ତ୍ତି ଲଗେଇବାପାଇଁ କାନ୍ଥରେ କଣ୍ଟା ବାଡ଼ଉଛି
অন্যান্য ভাষায় অনুবাদ :
অর্থ : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
উদাহরণ :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
সমার্থক : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପିଟିବା, ପ୍ରହାର କରିବା, ମାରିବା
অন্যান্য ভাষায় অনুবাদ :
किसी पर किसी वस्तु आदि से आघात करना।
सिपाही चोर को लाठी से मार रहा है।অর্থ : ଆଘାତ କରି ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
উদাহরণ :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
সমার্থক : ଠକଠକ କରିବା, ଧଡ଼ଧଡ଼ କରିବା
অন্যান্য ভাষায় অনুবাদ :