সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଦାନା ଆଦି ଅଲଗା କରିବାପାଇଁ ଧାନ ଆଦିର କେଣ୍ଡାକୁ ଝାଡ଼ିବା
উদাহরণ : ସେ ବାଡ଼ିଆ କରିବାକୁ ମନା କରିଦେଲା
সমার্থক : ବାଡ଼େଇବା
অন্যান্য ভাষায় অনুবাদ :हिन्दी English
दाने अलग करने के लिए धान आदि के डंठल की झड़ाई।
The separation of grain or seeds from the husks and straw.
অর্থ : ହାତ,ଗୋଡ଼ ଆଦିରେ ମାରିବାର ପ୍ରକ୍ରିୟା
উদাহরণ : ଗାଁ ଲୋକମାନେ ମାଡ଼ ଦେଇସାରି ଚୋରକୁ ପୋଲିସ ହାତରେ ଦେଇଦେଲେ
সমার্থক : ଆଘାତ, ପିଟା, ପ୍ରହାର, ମାଡ଼
অন্যান্য ভাষায় অনুবাদ :हिन्दी
हाथ, पैर आदि से मारने की क्रिया।
অর্থ : ମାରିବା ପ୍ରକ୍ରିୟା
উদাহরণ : ମାଡ଼ ସହିସହି ସେ ପିଠିଆ ହୋଇଯାଇଛି ଆଜି ସେ ଖୁବ ବାଡ଼ିଆ ଖାଇବ
সমার্থক : କୁଟା, ଛେଚା, ପିଟା, ମାଡ଼
मारने की क्रिया।
The act of inflicting corporal punishment with repeated blows.
ইনস্টল