অর্থ : ବାହାର କରିବା କାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
ଶାଶୁ ବୋହୂଉପରେ ମିଛ ଆରୋପ ଲଗାଇ ତାକୁ ଘରୁ ବାହାର କରାଇଦେଲା
সমার্থক : ଅଲଗା କରାଇବା, ତଡାଇବା, ବହିଷ୍କାର କରିବା
অন্যান্য ভাষায় অনুবাদ :
অর্থ : କୌଣସି ସ୍ଥାନଦେଇ ନେଇଯିବା ବା ଚଲେଇବା
উদাহরণ :
ଏ ବର୍ଷ ଶୋଭାଯାତ୍ରା ପ୍ରଧାନ ରାସ୍ତାଦେଇ ବାହାର କରାଗଲା
অন্যান্য ভাষায় অনুবাদ :
कहीं से होकर चलाना या ले जाना।
इस वर्ष झाकियाँ मुख्य मार्ग से होकर निकाली गईं।