অর্থ : ଯାହାର ରହିବାପାଇଁ ବାସସ୍ଥାନ ବା ଘର ନଥାଏ
উদাহরণ :
ମୁମ୍ବାଈରେ ଲକ୍ଷଲକ୍ଷ ବାସହୀନ ଲୋକ ରାସ୍ତାଉପରେ ଶୋଇବାପାଇଁ ବାଧ୍ୟ ହୁଅନ୍ତି
সমার্থক : ଗୃହହୀନ ଲୋକ, ବାସହୀନ ଲୋକ, ବେଘର
অন্যান্য ভাষায় অনুবাদ :
वह जिसके पास रहने के लिए आवास या घर न हो।
मुम्बई में लाखों बेघर सड़कों पर सोने के लिए मजबूर हैं।অর্থ : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ
উদাহরণ :
ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା
সমার্থক : ଅନିକେତ, ଆବାସହୀନ, ଆଶ୍ରୟହୀନ, ଗୃହବିହୀନ, ଗୃହହୀନ, ବେଘର
অন্যান্য ভাষায় অনুবাদ :
Physically or spiritually homeless or deprived of security.
Made a living out of shepherding dispossed people from one country to another.