অর্থ : କୋଠାର ଆଗରେ ଏବଂ ଭିତରେ ବାହାରିଥିବା ସ୍ଥାନ ଯାହାକୁ ପାରିକରି ଅନ୍ୟ କୋଠରୀଆଦିରେ ପ୍ରବେଶ କରଯାଏ
উদাহরণ :
ଶ୍ୟାମ ବାରଣ୍ଡାରେ ବସି ଚା’ ପିଉଛି
সমার্থক : ବାରଂଡା
অন্যান্য ভাষায় অনুবাদ :
অর্থ : କୋଠାର କାନ୍ଥରୁ ବାହାରକୁଥିବା ଅଂଶ
উদাহরণ :
ସେ ବର୍ଷାର ସୁରକ୍ଷାପାଇଁ ବାରଣ୍ଡା ତଳେ ଛିଡ଼ା ହୋଇଗଲା
অন্যান্য ভাষায় অনুবাদ :
Projection that extends beyond or hangs over something else.
overhang