সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସପ୍ତାହର କୌଣସି ଦିନ
উদাহরণ : ସୋମବାର ସପ୍ତାହର ପ୍ରଥମ ଦିନ
সমার্থক : ଦିନ, ଦିବସ
অন্যান্য ভাষায় অনুবাদ :हिन्दी English
सप्ताह का कोई दिन।
Any one of the seven days in a week.
অর্থ : କୌଣସି ଇଂରେଜୀ ମାସର ଦ୍ୱାଦଶତମ ଦିନରେ ପଡ଼ୁଥିବା ତାରିଖ
উদাহরণ : ଏମାସ ବାର ତାରିଖରେ ଶ୍ୟାମ ମୁମ୍ବାଈ ଯିବ
সমার্থক : ବାର ତାରିଖ
অর্থ : ଦଶ ଆଉ ଦୁଇ ମିଶି ମିଳୁଥିବା ସଂଖ୍ୟା
উদাহরণ : ଛଅରେ ଛଅ ମିଶି ବାର ହୁଏ
সমার্থক : ୧୨
दस और दो के जोड़ से प्राप्त अंक।
The cardinal number that is the sum of eleven and one.
অর্থ : ଦଶ ଏବଂ ଦୁଇ
উদাহরণ : ଡଙ୍ଗାରେ ବାରଜଣ ଲୋକ ଅଛନ୍ତି
সমার্থক : 12, ଦ୍ୱାଦଶ, ୧୨
दस और दो।
Denoting a quantity consisting of 12 items or units.
ইনস্টল