অর্থ : ବାମମାର୍ଗର ସିଦ୍ଧାନ୍ତ ମାନୁଥିବା ବ୍ୟକ୍ତି
উদাহরণ :
ବାମମାର୍ଗୀମାନେ ମାଂସ, ମଦ ଆଦି ସେବନ କରନ୍ତି
সমার্থক : ବାମାଚାରୀ
অন্যান্য ভাষায় অনুবাদ :
অর্থ : ଯିଏ ବାମପନ୍ଥର ସପକ୍ଷରେ
উদাহরণ :
ପଶ୍ଚିମ ବଙ୍ଗରେ ବାମପନ୍ଥୀଙ୍କ ସରକାର ଶାସନ କରୁଛି
অন্যান্য ভাষায় অনুবাদ :
অর্থ : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ଯେ ସମର୍ଥନ କରୁଥାଏ
উদাহরণ :
ବାମପନ୍ଥୀମାନେ ମଧ୍ୟ ଏହି ସମ୍ମେଳନରେ ଭାଗ ନେଲେ
সমার্থক : ବାମପଂଥୀ, ବାମପନ୍ଥୀ, ବାମବାଦୀ, ଲେଫ୍ଟିଷ୍ଟ
অন্যান্য ভাষায় অনুবাদ :