অর্থ : ରାଜା ବଳିଙ୍କୁ ଠକିବାପାଇଁ ଭଗବାନ ବିଷ୍ଣୁ ଗ୍ରହଣ କରିଥିବା ଏକ ଅବତାର
উদাহরণ :
ବାମନ ରାଜା ବଳିଙ୍କୁ ତିନିପାଦ ଭୂମି ଦାନ ମାଗିଥିଲେ
সমার্থক : ବାମନାବତାର
অন্যান্য ভাষায় অনুবাদ :
The manifestation of a Hindu deity (especially Vishnu) in human or superhuman or animal form.
Some Hindus consider Krishna to be an avatar of the god Vishnu.অর্থ : ବହୁତ ବାଙ୍ଗରା ବା ଛୋଟ ଆକାରର ମଣିଷ
উদাহরণ :
ସର୍କସରେ ବାମନର ଖେଳ ଦେଖି ପିଲାମାନେ ଖୁବ ଆନନ୍ଦିତ ହୋଇଗଲେ
সমার্থক : ଖର୍ବକାୟ ବ୍ୟକ୍ତି, ଗେଡ଼ା
অন্যান্য ভাষায় অনুবাদ :