অর্থ : ଜଣେ ଋଷି
উদাহরণ :
ପୁରାଣରେ ବାମଦେବ ଋଷିଙ୍କ ବର୍ଣ୍ଣନା ମିଳେ
সমার্থক : ବାମଦେବ, ବାମଦେବ ଋଷି
অন্যান্য ভাষায় অনুবাদ :
A mentor in spiritual and philosophical topics who is renowned for profound wisdom.
sageঅর্থ : ଗୋଟିଏ ବର୍ଣ୍ଣବୃତ୍ତ
উদাহরণ :
ବାମର ପ୍ରତ୍ୟେକ ଚରଣରେ ସାତଟି ଜଗଣ ଏବଂ ଗୋଟିଏ ଯଗଣ ଥାଏ
সমার্থক : ବାମବୃତ୍ତ
অন্যান্য ভাষায় অনুবাদ :
অর্থ : କେହି ପୂର୍ବଦିଗକୁ ମୁହଁକରି ଛିଡ଼ାହେଲେ ଶରୀରର ଯେଉଁ ପାଖ ଉତ୍ତର ଆଡ଼କୁ ଥାଏ
উদাহরণ :
ଯୁଦ୍ଧରେ ରଘୁବୀର ନିଜର ବାମ ହାତ ହରାଇଲେ
সমার্থক : ବାଁ
অন্যান্য ভাষায় অনুবাদ :
Being or located on or directed toward the side of the body to the west when facing north.
My left hand.