অর্থ : ଦୂରକୁ ଦୌଡ଼ି ନ ପଳାଇବାପାଇଁ ଦୁଇଟି ଗାଈଙ୍କ ଗୋଡ଼କୁ ପରସ୍ପର ସହିତ ବାନ୍ଧିଦେବା
উদাহরণ :
ଗାଈଚରାଳି ହଇରାଣ ହେବାରୁ ଦୁଇଟିଯାକ ଦୁଷ୍ଟଗାଈଙ୍କୁ ଛନ୍ଦିଦେଲା
সমার্থক : ଛନ୍ଦିବା
অন্যান্য ভাষায় অনুবাদ :
অর্থ : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
উদাহরণ :
ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
সমার্থক : ଗଣ୍ଠି ପକାଇବା, ଛନ୍ଦିବା
অন্যান্য ভাষায় অনুবাদ :
অর্থ : ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା
উদাহরণ :
ଭାଉଜ ବେସନ ଲଡ଼ୁ ବଳୁଛନ୍ତି
সমার্থক : ଗୋଟଳା କରିବା, ବଳିବା
অন্যান্য ভাষায় অনুবাদ :
चूर्ण आदि को पिंड के रूप में लाना।
भाभी बेसन के लड्डू बाँध रही हैं।