অর্থ : ଆବଶ୍ୟକ ହେବାର ଅବସ୍ଥା ବା ଭାବ
উদাহরণ :
ଏହି ପଦ ପାଇଁ ଆବଶ୍ୟକତାରୁ ଅଧିକ ଆବେଦନ ପତ୍ର ମିଳିଛି ଏହି କାମ କରିବା ନିମନ୍ତେ ମୋପାଇଁ ତୁମର ଆବଶ୍ୟକତା ନାହିଁ
সমার্থক : ଆବଶ୍ୟକତା, ଦରକାର, ଲୋଡ଼ା
অন্যান্য ভাষায় অনুবাদ :
Required activity.
The requirements of his work affected his health.