অর্থ : କୌଣସି ବିଷୟ ଠିକ୍ ହେବା ସମ୍ବନ୍ଧରେ ଦୃଢ଼ତା ପୂର୍ବକ କିଛି କହିବାର ସେହି ଶୈଳୀ ଯେଉଁଥିରେ ସତ୍ୟ ବା ଅସତ୍ୟ ପ୍ରମାଣ ହେବାପରେ ହାରିବା ଜିତିବା ତଥା କିଛି ନେବା ଦେବା ମଧ୍ୟ ହୁଏ
উদাহরণ :
ରାହୁଲ ସର୍ତ୍ତ ଜିତିଗଲା
সমার্থক : ସର୍ତ୍ତ
অন্যান্য ভাষায় অনুবাদ :
অর্থ : ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏଭଳି ପୂରା ଖେଳ ଯେଉଁଥିରେ ହାର ଜିତଥାଏ ବା ବାଜି ଲଗାଯାଏ
উদাহরণ :
ଶ୍ୟାମ ହାରୁ ହାରୁ ଅନ୍ତିମ ସମୟରେ ବାଜି ଜିତି ଗଲା
অন্যান্য ভাষায় অনুবাদ :
অর্থ : ବାଜି ଲଗାଇ ଖେଳାଯାଉଥିବା ହାରଜିତର ଖେଳ
উদাহরণ :
ପାଣ୍ଡବମାନେ ଦୌପଦୀଙ୍କୁ ଜୁଆରେ ହାରିଗଲେ
সমার্থক : ଜୁଆ
অন্যান্য ভাষায় অনুবাদ :
অর্থ : ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
উদাহরণ :
ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
সমার্থক : ପଣ
অন্যান্য ভাষায় অনুবাদ :