অর্থ : ଶଗଡ଼ର ଅଖତଳେ ଲାଗିଥିବା କାଠ
উদাহরণ :
ଶଗଡ଼ର ବାଙ୍କିଆକାଠ ଢିଲା ହୋଇଯାଇଛି
সমার্থক : ବାଙ୍କିଆକାଠ
অন্যান্য ভাষায় অনুবাদ :
অর্থ : ଗୋଟିଏ ପ୍ରକାର ଚୁଡ଼ି
উদাহরণ :
ବାଙ୍କିଆ ଚଉଡ଼ା ହୋଇଥାଏ
অন্যান্য ভাষায় অনুবাদ :
অর্থ : ଏକ ପ୍ରକାର ଅଳଙ୍କାର
উদাহরণ :
ବାହୁରେ ବାଙ୍କିଆ ପିନ୍ଧାଯାଏ
অন্যান্য ভাষায় অনুবাদ :
অর্থ : ଏକ ପ୍ରକାର ପାଦ ଅଳଙ୍କାର
উদাহরণ :
ଶୀଲା ବାଙ୍କିଆ ପିନ୍ଧିଛି
অন্যান্য ভাষায় অনুবাদ :