অর্থ : ବାଇଗଣପଲ୍ଲୀ ଆମ୍ବର ଗଛ
উদাহরণ :
ଏବର୍ଷ ବାଇଗଣ ପଲ୍ଲୀ ଆମ୍ବଗଛରେ ସେତେ ଫଳ ହୋଇ ନାହିଁ
সমার্থক : ବାଇଗଣ ପଲ୍ଲୀ ଆମ୍ବଗଛ, ବାଇଗଣପଲ୍ଲୀ ଗଛ, ବୈଗନ ପଲ୍ଲୀ
অন্যান্য ভাষায় অনুবাদ :
Large evergreen tropical tree cultivated for its large oval fruit.
mangifera indica, mango, mango treeঅর্থ : ଗୋଟିଏ ପ୍ରକାର ଆମ୍ବ
উদাহরণ :
ଜଗମୋହନ ବାଇଗଣପଲ୍ଲୀ ଆମ୍ବର ରସାସ୍ୱାଦନ କରୁଛି
সমার্থক : ବାଇଗଣପଲ୍ଲୀ ଆମ୍ବ, ବୈଗନପଲ୍ଲୀ ଆମ୍ବ
অন্যান্য ভাষায় অনুবাদ :
Large oval tropical fruit having smooth skin, juicy aromatic pulp, and a large hairy seed.
mango