অর্থ : ତରଳ ପଦାର୍ଥର ଯେଭଳି ସ୍ଥିରହେଲେ ସେଥିରେ ଦ୍ରବୀଭୂତ ହୋଇଥିବା ଜିନିଷ ବା ମଇଳା ତଳେ ବସିଯାଏ
উদাহরণ :
ମାଛଧରାଳିମାନେ ବାହାରି ଆସିବାପରେ ପୋଖରୀର ପାଣି ସ୍ଥିର ହୋଇଗଲା
সমার্থক : ସ୍ଥିର ହୋଇଯିବା
অন্যান্য ভাষায় অনুবাদ :
Remove by passing through a filter.
Filter out the impurities.অর্থ : ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା
উদাহরণ :
ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା
সমার্থক : ଧସିଯିବା, ଭୁଷୁଡ଼ି ପଡ଼ିବା
অন্যান্য ভাষায় অনুবাদ :
অর্থ : ଫୁଲିଥିବା ବା ବାହାରକୁଥିବା ତଳ ଭାଗ ଦବିଯାଇଥିବା
উদাহরণ :
ବାକ୍ସ ଉପରେ ବସିବାରୁ ତାହା ଚେପା ହୋଇଗଲା
সমার্থক : ଚେପାହୋଇଯିବା, ଦାବିହୋଇଯିବା
অন্যান্য ভাষায় অনুবাদ :