অর্থ : ହଟାଯାଇଥିବା ବା ଦୂର କରାଯାଇଥିବା
উদাহরণ :
ବଳକା ଭୋଜନକୁ ନେଇ ସେ ଭିତରକୁ ଚାଲିଗଲା
সমার্থক : ଛଡ଼ାଯାଇଥିବା, ବର୍ଜିତ
অন্যান্য ভাষায় অনুবাদ :
অর্থ : ଯାହା ବ୍ୟବହାରରେ ଆସି ନପାରି ବଳି ଯାଇଛି
উদাহরণ :
ବଳକା ଖାଇବା ଘୋଡ଼େଇକି ରଖିଦିଅ
অন্যান্য ভাষায় অনুবাদ :