অর্থ : କୌଣସି ବସ୍ତୁ ଆଦି ଅଧିକ ମାତ୍ରାରେ ଉପରୁ ପଡ଼ିବା ବା ପକେଇବାର ପ୍ରକ୍ରିୟା
উদাহরণ :
ଭକ୍ତମାନେ ମହାତ୍ମାଜୀଙ୍କ ଉପରେ ପୁଷ୍ପ ବର୍ଷା କଲେ
সমার্থক : ବୃଷ୍ଟି
অন্যান্য ভাষায় অনুবাদ :
অর্থ : କୌଣସି ଜିନିଷର ବହୁତ ଅଧିକ ମାତ୍ରା ବା ସଂଖ୍ୟାରେ ଖସିବା ବା ପଡିବା କ୍ରିୟା
উদাহরণ :
ଏଭଳି ପଇସା ବୃଷ୍ଟି ସେ ଆଗରୁ କେବେ ଦେଖି ନଥିଲେପଥର ବର୍ଷାରୁ ରକ୍ଷାପାଇବା ପାଇଁ ପୋଲିସ ଗୁଳି ଚଳାଇଲା
অন্যান্য ভাষায় অনুবাদ :
অর্থ : ବାଦଲରୁ ଝରୁଥିବା ଜଳବୁନ୍ଦା
উদাহরণ :
ସେ ବର୍ଷାରେ ଭିଜି ଗଲା
অন্যান্য ভাষায় অনুবাদ :
অর্থ : ପାଣି ବର୍ଷିବା କ୍ରିୟା
উদাহরণ :
ଭାରତର ଚେରାପୁଞ୍ଜିରେ ସବୁଠାରୁ ଅଧିକ ବୃଷ୍ଟି ହୁଏ ଦୁଇଘଣ୍ଟା ହେଲାଣି ବର୍ଷା ହେଉଛି
অন্যান্য ভাষায় অনুবাদ :