অর্থ : ବିଦ୍ୟମାନ ସମୟ
উদাহরণ :
ବର୍ତ୍ତମାନ କାଳରେ ନାରୀ ସବୁକ୍ଷେତ୍ରରେ ଆଗୁଆ
সমার্থক : ଆଜି, ଆଧୁନିକ କାଳ, ବର୍ତ୍ତମାନ କାଳ
অন্যান্য ভাষায় অনুবাদ :
विद्यमान समय।
वर्तमान काल में नारी हर क्षेत्र में आगे आ रही है।অর্থ : ଏଇ ସମୟ ବା ଏଇ ମୁହୂର୍ତ୍ତ ବା ଏଇ କ୍ଷଣ
উদাহরণ :
ଏବେ ମୁଁ ଶୋଇବାକୁ ଚାହୁଁଛି
সমার্থক : ଅଧୁନା, ଏଇ ମୁହୂର୍ତ୍ତରେ, ଏଇ ସମୟରେ, ଏଇକ୍ଷଣି, ଏଇନା, ଏଇନେ, ଏବେ, ସଂପ୍ରତି
অন্যান্য ভাষায় অনুবাদ :
At the present moment.
Goods now on sale.