অর্থ : କୌଣସି ବସ୍ତୁଆଦିର ଗୁଣ ବା ଜ୍ଞାନ କେବଳ ଆଖିରେ ବୁଝିହୁଏ
উদাহরণ :
ସେ ଗୋରା ବର୍ଣ୍ଣର ଆମ ଗାଁ ମନ୍ଦିରର ରଙ୍ଗ ଧଳା
সমার্থক : ରଙ୍ଗ
অন্যান্য ভাষায় অনুবাদ :
অর্থ : ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଏଭଳି ହିନ୍ଦୁମାନଙ୍କର ଚାରି ବିଭାଗ
উদাহরণ :
ବର୍ଣ୍ଣ ବ୍ୟବସ୍ଥାରେ ବ୍ରାହ୍ମଣମାନଙ୍କ ସ୍ଥାନ ସବୁଠୁ ଉଚ୍ଚରେ
অন্যান্য ভাষায় অনুবাদ :
हिंदुओं के चार विभाग - ब्राह्मण,क्षत्रिय,वैश्य और शूद्र।
वर्ण व्यवस्था में ब्राह्मण का स्थान सबसे ऊँचा है।(Hinduism) the name for the original social division of Vedic people into four groups (which are subdivided into thousands of jatis).
varnaঅর্থ : ବର୍ଣ୍ଣମାଳାର କୌଣସି ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ
উদাহরণ :
ପାଠପଢ଼ା ଅକ୍ଷର ଜ୍ଞାନରୁ ଆରମ୍ଭ ହୋଇଥାଏ
সমার্থক : ଅକ୍ଷର
অন্যান্য ভাষায় অনুবাদ :
The conventional characters of the alphabet used to represent speech.
His grandmother taught him his letters.