অর্থ : ଯାହାକୁ ନିଷେଧ କରାଯାଇଛି
উদাহরণ :
ଆପଣ ନିଷିଦ୍ଧ କାର୍ଯ୍ୟ ହିଁ କାହିଁକି କରନ୍ତି
সমার্থক : ନିଷିଦ୍ଧ, ମନା କରାଯାଇଥିବା
অন্যান্য ভাষায় অনুবাদ :
जिसका निषेध किया गया हो।
आप निषिद्ध कार्य ही क्यों करते हैं।Excluded from use or mention.
Forbidden fruit.অর্থ : ହଟାଯାଇଥିବା ବା ଦୂର କରାଯାଇଥିବା
উদাহরণ :
ବଳକା ଭୋଜନକୁ ନେଇ ସେ ଭିତରକୁ ଚାଲିଗଲା
সমার্থক : ଛଡ଼ାଯାଇଥିବା, ବଳକା
অন্যান্য ভাষায় অনুবাদ :
অর্থ : ତ୍ୟାଗ କରାଯାଇଥିବା, ଛାଡ଼ି ଦିଆଯାଇଥିବା ବା ଅଲଗା କରାଯାଇଥିବା
উদাহরণ :
ସେ ନିଜର ପରିତ୍ୟକ୍ତା ସ୍ତ୍ରୀକୁ ପୁଣି ଆପଣାଇଲେ
অন্যান্য ভাষায় অনুবাদ :