অর্থ : ଅଧିକ ପାଣି ବର୍ଷିବା କାରଣରୁ ନଦୀ ବା ଗାଡ଼ିଆଆଦିର ଜଳ ନିଜର ସାଧାରଣ ସ୍ତର ବା ସୀମାଠାରୁ ବଢ଼ି ଏଣେ ତେଣେ ମାଡ଼ି ଯିବା କ୍ରିୟା
উদাহরণ :
ଅତ୍ୟଧିକ ବର୍ଷା କାରଣରୁ ଅଧିକଂଶ ନଦୀରେ ବଢ଼ି ଆସିଯାଇଛି
অন্যান্য ভাষায় অনুবাদ :
The rising of a body of water and its overflowing onto normally dry land.
Plains fertilized by annual inundations.