অর্থ : ବନ୍ଧୁ ବା ମିତ୍ରମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ
উদাহরণ :
ମିତ୍ରତାରେ ସ୍ୱାର୍ଥର ସ୍ଥାନ ରହିବା ଅନୁଚିତ ହନୁମାନ ରାମ ଓ ସୁଗ୍ରୀବଙ୍କ ଭିତରେ ମିତ୍ରତା କରାଇଲେ
সমার্থক : ଦୋସ୍ତି, ମିତ୍ରତା, ସଖାପଣ
অন্যান্য ভাষায় অনুবাদ :
दोस्तों या मित्रों में होने वाला पारस्परिक संबंध।
दोस्ती में स्वार्थ का स्थान नहीं होना चाहिए।অর্থ : ବନ୍ଧୁ ହେବା ଅବସ୍ଥା
উদাহরণ :
ବନ୍ଧୁତା ଉଭୟ ପକ୍ଷଦ୍ୱାରା ହିଁ ନିର୍ବାହିତ ହୁଏ
সমার্থক : ଆତ୍ମୀୟତା, ମିତ୍ରତା, ସମ୍ପର୍କ
অন্যান্য ভাষায় অনুবাদ :
(anthropology) relatedness or connection by blood or marriage or adoption.
family relationship, kinship, relationship