অর্থ : ରୋକିବାର ପ୍ରକ୍ରିୟା
উদাহরণ :
ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
সমার্থক : ଅଟକାଇବା, ଗତିରୋଧ କରିବା, ରୋକିବା
অন্যান্য ভাষায় অনুবাদ :
অর্থ : ପ୍ରଥା ଆଦିର ଅନ୍ତ କରିବା
উদাহরণ :
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
সমার্থক : ଉଚ୍ଛେଦକରିବା, ଉଠେଇବା, ସମାପ୍ତକରିବା, ହଟେଇବା
অন্যান্য ভাষায় অনুবাদ :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।অর্থ : ରୋକିବା ବା ବାଧାଦେବା
উদাহরণ :
ଡକାୟତମାନେ ମାର୍ଗ ଅବରୋଧ କଲେ
সমার্থক : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ରୋକିବା, ରୋଧକରିବା
অন্যান্য ভাষায় অনুবাদ :
অর্থ : ବିଣ୍ଡା ଲଗାଇବା
উদাহরণ :
ବୋତଲର ମୁଁହ ବନ୍ଦ କରିବାପାଇଁ କାଗଜ ଚୁଣ୍ଟା ଲଗାଅ
সমার্থক : ଚୁଣ୍ଟା ଲଗାଇବା, ବିଣ୍ଡା ଲଗାଇବା
অন্যান্য ভাষায় অনুবাদ :