অর্থ : ଟଙ୍କାପଇସାଆଦି ବଦଳାଇବା
উদাহরণ :
ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
সমার্থক : ଖୁଚୁରାନଥିବା, ଭଙ୍ଗାଇବା, ଭାଙ୍ଗିବା
অন্যান্য ভাষায় অনুবাদ :
অর্থ : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
উদাহরণ :
ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
সমার্থক : ଆଣିବା, କରିବା, ପରିବର୍ତ୍ତନ କରିବା
অন্যান্য ভাষায় অনুবাদ :
অর্থ : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା
উদাহরণ :
ରମା ନିଜର ଫ୍ରିଜ୍ ବଦଳାଇ ଦେଲା
সমার্থক : ବଦଳେଇବା
অন্যান্য ভাষায় অনুবাদ :