অর্থ : ଆକାଶରେ ବିଜୁଳି ଚମକିବା ବା ମେଘ ଗର୍ଜିବାପରେ ବିଜୁଳିର ପୃଥିବୀ ଉପରେ ପଡ଼ିବାର ପ୍ରକ୍ରିୟା
উদাহরণ :
କାଲି ହୋଇଥିବା ବଜ୍ରପାତରେ ଦୁଇଜଣ ଲୋକ ଆହତ ହେଲେ
সমার্থক : ବଜ୍ରାଘାତ
অন্যান্য ভাষায় অনুবাদ :
आकाश में बिजली चमकने और बादल गरजने के बाद बिजली के पृथ्वी पर गिरने की क्रिया।
कल हुए वज्रपात में दो व्यक्ति घायल हो गए।অর্থ : ଅକସ୍ମାତ ହେଉଥିବା କୌଣସି ବଡ଼ ଅନର୍ଥ ବା ଅନିଷ୍ଟ କାର୍ଯ୍ୟ
উদাহরণ :
ଶ୍ରବଣର ମୃତ୍ୟୁ ଖବର ଶୁଣିବା କ୍ଷଣି ଅନ୍ଧ ପିତାମାତାଙ୍କ ଉପରେ ବଜ୍ରାଘାତ ହେଲା
অন্যান্য ভাষায় অনুবাদ :