অর্থ : ହଳଦିଆ ରଙ୍ଗର ଗୋଟିଏ ପୋକ
উদাহরণ :
ବଙ୍କା ଧାନ ଫସଲ ନଷ୍ଟ କରିଥାଏ
অন্যান্য ভাষায় অনুবাদ :
অর্থ : ଯାହା ମଝିରୁ ଏପାଖ ସେପାଖ ଝୁଙ୍କିଛି ବା ବୁଲିପଡ଼ିଛି
উদাহরণ :
ଏହି ମନ୍ଦିରକୁ ଯିବାର ରାସ୍ତା ତେଢ଼ା
সমার্থক : କୁଞ୍ଚିତ, ତେଢ଼ା, ତେଢ଼ା ମେଢ଼ା
অন্যান্য ভাষায় অনুবাদ :
जो बीच में इधर-उधर झुका या घूमा हो।
इस मन्दिर पर जाने का रास्ता घुमावदार है।অর্থ : ଯିଏ ସମାନାନ୍ତର ବା ସିଧା ନୁହେଁ
উদাহরণ :
ଶୀଘ୍ର ସହର ପହଞ୍ଚିବାପାଇଁ ଆମକୁ ବଙ୍କା ରାସ୍ତାଦେଇ ଯିବାକୁ ପଡ଼ିବ ସେ ନିଜର ଉତ୍ତରପୁସ୍ତିକା ଉପରେ ବଙ୍କା ରେଖା ଟାଣୁଅଛି
অন্যান্য ভাষায় অনুবাদ :