অর্থ : ଅଧିକ ମାତ୍ରାରେ ବିକ୍ରିପାଇଁ ଯେଉଁ କ୍ଷେତ୍ରରେ ଫସଲ ଉତ୍ପନ୍ନ କରାଯାଏ
উদাহরণ :
ଚା ବଗିଚାଗୁଡ଼ିକରେ କାମ କରିବା ମୂଲିଆମାନେ ଧର୍ମଘଟ କରିଦେଇଥିଲେ
অন্যান্য ভাষায় অনুবাদ :
An estate where cash crops are grown on a large scale (especially in tropical areas).
plantationঅর্থ : ପରିବାଆଦି ଲଗାଇବା ନିମନ୍ତେ ଘରର ଆଖପାଖରେ ଘେରା ହୋଇଥିବା ସ୍ଥାନ
উদাহরণ :
ମା ବଗିଚାରେ ଲଗାଯାଇଥିବା ଫସଲରୁ ଘାସ ବାଛୁଛନ୍ତି
অন্যান্য ভাষায় অনুবাদ :
तरकारियाँ आदि बोने के लिए घर के आसपास का घेरा हुआ स्थान।
माँ बेढ़े में बोई हुई सब्जियों की निराई कर रही है।