অর্থ : ପୋଡ଼ିଗଲାପରେ ଚମଡ଼ାରେ ହେଉଥିବା ପାଣି-ଭରା ଫୁଲା
উদাহরণ :
ପୋଡ଼ି ଯାଇଥିବାରୁ ମୋହନର ଶରୀରରେ ଫୋଟକା ହୋଇଗଲା
অন্যান্য ভাষায় অনুবাদ :
অর্থ : ଚମଡ଼ା ଜୋତା ଘଷି ହେବା ଫଳରେ ହେଉଥିବା ଘାଆ
উদাহরণ :
ମୋ ଡାହାଣ ପାଦରେ ଫୋଟକା ହୋଇଛି
অন্যান্য ভাষায় অনুবাদ :
অর্থ : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ
উদাহরণ :
ଆମେ ଦିପାବଳୀ ଦିନ ବାଣ ଫୁଟାଉ
অন্যান্য ভাষায় অনুবাদ :
Firework consisting of a small explosive charge and fuse in a heavy paper casing.
banger, cracker, firecrackerঅর্থ : ଶରୀର ଉପରେ ହୋଇଥିବା କୌଣସି ଛୋଟ ଗୋଲାକାର ଫୁଲା
উদাহরণ :
ପିଲାଟି ମୁଁହରେ ବସନ୍ତ ଫୋଟକା ହୋଇଛି
অন্যান্য ভাষায় অনুবাদ :