অর্থ : ବୁଲିବୁଲି ଖୁଚୁରା ଜିନିଷ ବିକ୍ରି କରୁଥିବା ଛୋଟ ବେପାରୀ
উদাহরণ :
ଗାଁରେ ଲୋକମାନେ ବୁଲାବିକାଳୀଙ୍କଠାରୁ କିଛି ଦରକାରୀ ଜିନିଷ କିଣି ନିଅନ୍ତି
সমার্থক : ଖୁଚୁରାବେପାରୀ, ବୁଲାବିକାଳୀ, ବୁଲାବେପାରୀ
অন্যান্য ভাষায় অনুবাদ :
অর্থ : ବୁଲିବୁଲି ସଉଦା ବିକୁଥିବା ବ୍ୟକ୍ତି
উদাহরণ :
ଫେରିବାଲାର ଶବ୍ଦ ଶୁଣି ପିଲାମାନେ ଘରୁ ବାହାରକୁ ଦୌଡ଼ି ଆସିଲେ
অন্যান্য ভাষায় অনুবাদ :