সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : କୌଣସି ଘନ ପଦାର୍ଥ କୌଣସି ଦ୍ରବ୍ୟରେ ଗୋଳି ମିଶିବା ପ୍ରକ୍ରିୟା
উদাহরণ : ଥଣ୍ଡା ଜଳ ଅପେକ୍ଷା ଗରମ ଜଳରେ ଚିନିର ମିଶ୍ରଣ ଶୀଘ୍ର ହୋଇଥାଏ
সমার্থক : ଘୋଳିବା, ମିଶିବା, ମିଶ୍ରଣ
অন্যান্য ভাষায় অনুবাদ :हिन्दी
किसी ठोस का किसी द्रव में घुलकर मिलने की क्रिया।
অর্থ : ଖୁବଜୋରରେ ଏକତ୍ର ମିଶେଇବା
উদাহরণ : ହୋଲି ସମୟରେ ଭାଙ୍ଗ ଘୋଳାହୁଏ
সমার্থক : ଘୋଟିବା, ଘୋଳିବା, ମନ୍ଥିବା
गति देकर एक में मिलाना।
অর্থ : ଦ୍ରବ ପଦାର୍ଥରେ କିଛି ପକାଇ ଭଲଭାବେ ମିଶାଇବାପାଇଁ ଘୁରେଇ ଘୁରେଇ ହଲାଇବା
উদাহরণ : ସେ ପକଡ଼ି ତିଆରି କରିବାପାଇଁ ବେସନ ଫେଣ୍ଟୁଛି
অন্যান্য ভাষায় অনুবাদ :हिन्दी English
द्रव पदार्थ में कुछ डालकर अच्छी तरह मिलाने के लिए घुमा-घुमाकर हिलाना।
Stir vigorously.
ইনস্টল