অর্থ : ଆଙ୍ଗୁଳିଆଦି ହଲେଇ ଛଇଛଟକ ଦେଖାଇବା
উদাহরণ :
ସେ ଉତ୍ସବରେ ନୂଆ ଲୁଗା ପିନ୍ଧି ଫୁଟାଣି ମାରୁଥିଲା
সমার্থক : ଗର୍ବରେ ଟହଲମାରିବା
অন্যান্য ভাষায় অনুবাদ :
অর্থ : ଯୋଗ୍ୟତା ଦେଖାଇବାପାଇଁ ବଢ଼ିକରି କହିବା
উদাহরণ :
ଲାଲା କରୋଡ଼ିମଲ ବହୁତ ଫୁଟାଣି ମାରନ୍ତି
সমার্থক : ଆସ୍ଫାଳନ କରିବା, ବଡ଼ିମା ଦେଖାଇବା
অন্যান্য ভাষায় অনুবাদ :
योग्यता दिखाने के लिए बढ़-बढ़कर बोलना।
लाला करोड़ीमल बहुत शेखी बघारते हैं।