অর্থ : ଫୁଲରୂପରେ ବିକଶିତ କରିବା ବା ଫୁଲ ଫୁଟିବାପାଇଁ ପ୍ରବୃତ୍ତ କରିବା
উদাহরণ :
ସୂର୍ଯ୍ୟଙ୍କ କିରଣ ଅନେକ ଫୁଲ ଫୁଟାଏ
সমার্থক : ପୁଷ୍ପିତ କରିବା, ପ୍ରସ୍ଫୁଟିତ କରିବା
অন্যান্য ভাষায় অনুবাদ :
पुष्प के रूप में विकसित करना या पुष्पों को खिलने में प्रवृत्त करना।
सूर्य की किरणें कुछ फूलों को खिलाती हैं।অর্থ : ତୋପ ବନ୍ଧୁକ ଆଦି ମାରିବା
উদাহরণ :
ପୋଲିସ ଭିଡ଼କୁ ଛିନ୍ଛତ୍ର କରିବାପାଇଁ ଫାଙ୍କା ବନ୍ଧୁକ ଚଳାଇଲେ
অন্যান্য ভাষায় অনুবাদ :
অর্থ : ନିଆଁରେ ରଖି ବାଷ୍ପୀୟ ରୂପକୁ ଆଣିବା
উদাহরণ :
ରଜନୀ କାଡ଼ା ତିଆରି କରିବାପାଇଁ ପାଣି ଫୁଟାଉଛି
সমার্থক : ବମ୍ଫେଇବା
অন্যান্য ভাষায় অনুবাদ :
आग पर रखकर भाप आदि के रूप में लाना या उड़ाना।
रजनी काढ़ा बनाने के लिए पानी को जला रही है।অর্থ : କୌଣସି ବିସ୍ଫୋଟକ ବସ୍ତୁଆଦିକୁ ଗତିଶୀଳ କରାଇବା ବା ସକ୍ରିୟ କରିବା
উদাহরণ :
ଦୀପାବଳୀ ଦିନ ଲୋକେ ଫୋଟକା ଫୁଟାନ୍ତି
অন্যান্য ভাষায় অনুবাদ :
অর্থ : କୌଣସି ତରଳ ପଦାର୍ଥକୁ ଆଞ୍ଚ ଉପରେ ରଖି ଏତେ ଗରମ କରିବା ଯେମିତି ତାହା ଫେଣ ସହିତ ଉପରକୁ ଉଠିବାକୁ ଲାଗିବ
উদাহরণ :
ମୁଁ ପିଇବା ପାଇଁ ପ୍ରତିଦିନ ଦଶ ଲିଟର ପାଣି ଫୁଟାଉଛି
অন্যান্য ভাষায় অনুবাদ :