অর্থ : ଯେଉଁ ଫସଲ ଏବେବି ଖେତରେ ଅଛି, କଟା ହୋଇନାହିଁ
উদাহরণ :
ଠିଆ ହୋଇଥିବା ଧାନ ଫସଲ ଏବେ କାଟିବା ଯୋଗ୍ୟ ହୋଇଗଲାଣି କୃଷକ ଫସଲ କାଟିବାକୁ ଗଲାଣି
সমার্থক : ଠିଆ ଫସଲ
অন্যান্য ভাষায় অনুবাদ :
অর্থ : କ୍ଷେତରେ ଉତ୍ପନ୍ନ କରାଯାଉଥିବା ଶସ୍ୟଆଦି ଯାହା ଏବେ ଛୋଟ ଚାରା ଆକାରରେ ଲଗାଯାଇଛି
উদাহরণ :
ଏ ବର୍ଷ ବର୍ଷା କମ୍ ହେବାରୁ ଧାନ ଫସଲ ଭଲ ହୋଇନାହିଁ
সমার্থক : ଶସ୍ୟ
অন্যান্য ভাষায় অনুবাদ :