অর্থ : ପୁସ୍ତକଆଦିରେ ଲେଖାଯାଇଥିବା ବିଷୟ ବସ୍ତୁ କିମ୍ବା ବିଷୟ ଦେଖିବା ବା ପଢ଼ିବାର କ୍ରିୟା
উদাহরণ :
ରାମ ବେଦ ପଠନ କରୁଛି
অন্যান্য ভাষায় অনুবাদ :
The cognitive process of understanding a written linguistic message.
His main reading was detective stories.অর্থ : କୌଣସି ବିଷୟର ସମସ୍ତ ପାଠ ବା ଗୂଢ଼ ତତ୍ତ୍ୱର ଜ୍ଞାନ ପାଇବାପାଇଁ ତାହାକୁ ଦେଖିବା, ବୁଝିବା ବା ପଢ଼ିବାର କ୍ରିୟା
উদাহরণ :
ସେ ସଂସ୍କୃତ ଅଧ୍ୟୟନ କରିବା ନିମନ୍ତେ କାଶୀ ଯାଇଛି
সমার্থক : ଅଧ୍ୟୟନ, ଜ୍ଞାନାର୍ଜନ, ପଠନ
অন্যান্য ভাষায় অনুবাদ :
অর্থ : ଶିକ୍ଷା ବା ଜ୍ଞାନ ପ୍ରାପ୍ତ କରିବାପାଇଁ ଗ୍ରନ୍ଥ ଆଦିକୁ ବାରମ୍ବାର ଦେଖିବା
উদাহরণ :
ପରୀକ୍ଷା ପୂର୍ବରୁ ସେ ସବୁ ବିଷୟକୁ ଭଲ ଭାବରେ ପଢ଼ିଲା
সমার্থক : ଅଧ୍ୟୟନ କରିବା
অন্যান্য ভাষায় অনুবাদ :
शिक्षा या ज्ञान प्राप्त करने के लिए ग्रंथ आदि कई बार देखना।
परीक्षा से पूर्व उसने हर विषय को अच्छी तरह पढ़ा।Learn by reading books.
He is studying geology in his room.অর্থ : କାହାକୁ ଶୁଣାଇବାପାଇଁ ଏମିତିକି ସ୍ମରଣଶକ୍ତିରୁ ବା ପୁସ୍ତକ ଆଦିରୁ ମନ୍ତ୍ର, କବିତା ଆଦି କହିବା
উদাহরণ :
ଜାନକୀ ସ୍ୱାମିଜୀଙ୍କ ସାମନାରେ ଆଦି ଶଙ୍କରାଚାର୍ୟଙ୍କ ଭଜଗୋବିନ୍ଦମ୍ ପଢ଼ିଲା
অন্যান্য ভাষায় অনুবাদ :
किसी को सुनाने के लिए या ऐसे ही स्मरणशक्ति से या पुस्तक आदि से मंत्र, कविता आदि कहना।
जाह्नवी ने आदि शंकराचार्य का भजगोविन्दम् स्वामीजी के सामने पढ़ा।অর্থ : ଶିକ୍ଷା ଗ୍ରହଣ କରିବା
উদাহরণ :
ବିବାହ ପରେ ବି ଶିଲା ପଢ଼ୁଛି
সমার্থক : ପାଠ ପଢ଼ିବା, ଶିକ୍ଷାଗ୍ରହଣ କରିବା
অন্যান্য ভাষায় অনুবাদ :
Educate in or as if in a school.
The children are schooled at great cost to their parents in private institutions.অর্থ : ଅଙ୍କିତ, ମୁଦ୍ରିତ ବା ଲିଖିତ ଚିହ୍ନ, ବର୍ଣ୍ଣ ଆଦିକୁ ଦେଖିବା କ୍ଷଣି ମନରେ ତାର ଅଭିପ୍ରାୟ, ଅର୍ଥ ଆଦି ଜାଣିବା ବା ବୁଝିବା
উদাহরণ :
ଆମେ ଯାତ୍ରା କରିବା ସମୟରେ ପତ୍ର ପତ୍ରିକା ପଢ଼ୁ
অন্যান্য ভাষায় অনুবাদ :
अंकित, मुद्रित या लिखित चिह्नों, वर्णों आदि को देखते हुए मन-ही-मन उनका अभिप्राय, अर्थ या आशय जानना और समझना।
हम यात्रा करते समय पत्र-पत्रिकाएँ पढ़ते हैं।Interpret something that is written or printed.
Read the advertisement.অর্থ : ଲେଖାହୋଇଥିବା ଶବ୍ଦକୁ ଉଚ୍ଚାରଣ କରିବା
উদাহরণ :
ମୋହିତ ନିଜ ବାପାଙ୍କ ଚିଠି ପଢ଼ୁଅଛି
সমার্থক : ଉଚ୍ଚାରଣ କରିବା
অন্যান্য ভাষায় অনুবাদ :
Interpret something that is written or printed.
Read the advertisement.