অর্থ : ଯେ ଶୀଘ୍ର ଶୀଘ୍ର ବା ବାରଂବାର ଆସେ
উদাহরণ :
ପ୍ରାୟ ଆସୁଥିବା ଅଭିଯୋଗରେ ମୁଁ ହଇରାଣ ହୋଇଗଲାଣି ମୋର ବାରଂବାର ଆସୁଥିବା ସାଙ୍ଗମାନଙ୍କ ମଧ୍ୟରୁ ରାମମୋହନ ଅନ୍ୟତମ
সমার্থক : ନିତି ଆସୁଥିବା, ବାରଂବାର ଆସୁଥିବା, ସଦାବେଳେ ଆସୁଥିବା, ସଦାସର୍ବଦା ଆସୁଥିବା
অন্যান্য ভাষায় অনুবাদ :
* जो जल्दी-जल्दी या बार-बार आता हो।
प्रायः आनेवाली शिकायतों से मैं परेशान हो गया हूँ।