অর্থ : ମାନି ନିଆଯାଇଥିବା ମୌଳିକ ସତ୍ୟକୁ ଆଧାର କରି ଯେଉଁ ବିଧାନ ସିଦ୍ଧ କରାଯାଏ
উদাহরণ :
ତାଙ୍କର ଗବେଷଣା ସହ ସମ୍ବନ୍ଧିତ ୧୨୦ଟି ପ୍ରାମାଣ୍ୟ ରହିଛି
সমার্থক : ପ୍ରମେୟ
অন্যান্য ভাষায় অনুবাদ :
वह विधान जो माने गए मूलभूत सत्यों के आधार पर सिद्ध किया जाता है।
उनके शोधकार्य से संबंधित 120 प्रमेय हैं।A proposition deducible from basic postulates.
theoremঅর্থ : ଯାହା ପ୍ରମାଣର ବିଷୟ ହୋଇପାରେ
উদাহরণ :
ପ୍ରାମାଣ୍ୟ ବସ୍ତୁଗୁଡ଼ିକୁ ସିଦ୍ଧ କରି ରଖିବା ଆବଶ୍ୟକ
অন্যান্য ভাষায় অনুবাদ :
অর্থ : ଯାହା ସ୍ୱୟଂସିଦ୍ଧ ନୁହେଁ,ପରନ୍ତୁ ଯାହାକୁ ତର୍କ ବା ପ୍ରମାଣଦ୍ୱାରା ସିଦ୍ଧ କରିବାର ଆବଶ୍ୟକତା ଅଛି
উদাহরণ :
ଏହି ସିଦ୍ଧାନ୍ତ ପ୍ରାମାଣ୍ୟ ଅଟେ,ଦୟାକରି ଏହାକୁ ପ୍ରମାଣିତ କରିବା ପାଇଁ ଆପଣ କୌଣସି ତର୍କ ଦିଅନ୍ତୁ
সমার্থক : ଉପପାଦ୍ୟ, ତର୍କ ସାପେକ୍ଷ, ପ୍ରମାଣ ସାପେକ୍ଷ
অন্যান্য ভাষায় অনুবাদ :
जो स्वयंसिद्ध न हो, बल्कि जिसे तर्क या प्रमाण से सिद्ध करना आवश्यक हो।
यह सिद्धांत उपपाद्य है, कृपया इसको सिद्ध करने के लिए आप कोई तर्क दीजिए।অর্থ : ଯାହା ସିଦ୍ଧ କରିବାକୁ ଅଛି
উদাহরণ :
ଗଣିତଜ୍ଞ ପ୍ରମେୟ ସୂତ୍ରଗୁଡ଼ିକୁ ବୁଝାଇଲେ
সমার্থক : ଉପପାଦ୍ୟ, ପ୍ରମାଣସାଧ୍ୟ, ପ୍ରମେୟ
অন্যান্য ভাষায় অনুবাদ :