অর্থ : ମୃତ୍ୟୁକୁ ପ୍ରାପ୍ତ ହେବା ବା ଶରୀରରୁ ପ୍ରାଣ ଚାଲିଯିବା
উদাহরণ :
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଆଜି ସକାଳେ ମରିଗଲେ
সমার্থক : ପରଲୋକ ଗମନ କରିବା, ପ୍ରାଣ ଛାଡ଼ିଯିବା, ମରିବା, ମହା ନିର୍ବାଣ ପ୍ରାପ୍ତ ହେବା, ସ୍ୱର୍ଗପ୍ରାପ୍ତି ହେବା
অন্যান্য ভাষায় অনুবাদ :
मृत्यु को प्राप्त होना या शरीर से प्राण निकलना।
दुर्घटनाग्रस्त व्यक्ति आज सुबह ही मर गया।Pass from physical life and lose all bodily attributes and functions necessary to sustain life.
She died from cancer.