অর্থ : ଜୀବନକୁ ବାଜି ଲଗାଇବାର ପ୍ରକ୍ରିୟା
উদাহরণ :
ବାଜିରାଉତଙ୍କ ଆତ୍ମବଳି ଆମର ସର୍ବଦା ମନେ ରହିବ
সমার্থক : ଆତ୍ମବଳି
অন্যান্য ভাষায় অনুবাদ :
A quality of spirit that enables you to face danger or pain without showing fear.
braveness, bravery, courage, courageousnessঅর্থ : କୌଣସି ମହାନ ଉଦ୍ଦେଶ୍ୟରେ ପ୍ରାଣତ୍ୟାଗ କରିବା ପ୍ରକ୍ରିୟା
উদাহরণ :
ଦେଶର ସ୍ୱାଧୀନତାପାଇଁ ବହୁତ ବୀର ପ୍ରାଣବଳି ଦେଇଥିଲେ
সমার্থক : ଆତ୍ମବଳି, ଆତ୍ମବଳିଦାନ, ପ୍ରାଣତ୍ୟାଗ
অন্যান্য ভাষায় অনুবাদ :
Acting with less concern for yourself than for the success of the joint activity.
self-sacrifice, selflessnessঅর্থ : ପ୍ରାଣର ଆହୁତି
উদাহরণ :
ଦେଶର ଅନେକ କର୍ମଠ ସୁପୁତ୍ରଙ୍କ ପ୍ରାଣାହୁତି ପରେ ଭାରତ ସ୍ୱାଧୀନ ହେଲା
সমার্থক : ପ୍ରାଣାହୁତି, ପ୍ରାଣୋତ୍ସର୍ଗ
অন্যান্য ভাষায় অনুবাদ :