অর্থ : ଶରୀରରେ ଥିବା ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ମୁଖରେ ସଂଚରଣ କରେ
উদাহরণ :
ପ୍ରାଣବାୟୁ ଶରୀର ନିମନ୍ତେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାରଣ ଏହାଦ୍ୱାରା ଶରୀରର ଚେତନା ରହେ
সমার্থক : ପ୍ରାଣବାୟୁ
অন্যান্য ভাষায় অনুবাদ :
शरीर में स्थित पंचवायु में से एक जो मुख प्रदेश में संचरण करती है।
प्राण वायु शरीर के लिए अत्यन्त महत्त्वपूर्ण है क्योंकि शरीर में चेतनता इसी के द्वारा रहती है।অর্থ : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି
উদাহরণ :
ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ
সমার্থক : ଅନିଳ, ଜୀବନ, ପବନ, ବାୟୁ, ମରୁତ, ସମୀର
অন্যান্য ভাষায় অনুবাদ :
प्रायः सर्वत्र चलता रहने वाला वह तत्व जो सारी पृथ्वी पर व्याप्त है और जिसमें प्राणी साँस लेते हैं।
हवा के अभाव में जीवन की कल्पना नहीं की जा सकती।অর্থ : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି
উদাহরণ :
ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ
সমার্থক : ଜୀବ, ଜୀବନ, ଜୀବନ ଶକ୍ତି, ପ୍ରାଣଶକ୍ତି
অন্যান্য ভাষায় অনুবাদ :
The vital principle or animating force within living things.
spiritঅর্থ : ଜୀବିତ ପ୍ରାଣୀ
উদাহরণ :
ପହଁରାଳୀଙ୍କ ଯୋଗୁଁ ବଢ଼ିରେ ବୁଡ଼ି ଯାଉଥିବା ଅନେକ ଜୀବନ ବଞ୍ଚିଗଲା
সমার্থক : ଜୀବନ
অন্যান্য ভাষায় অনুবাদ :