অর্থ : ଅତ୍ୟଧିକ ହେବାର ଅବସ୍ଥା ବା ଭାବ
উদাহরণ :
ଶରୀରରେ ଚିନିର ଅତ୍ୟଧିକତା ଯୋଗୁଁ ମଧୁମେହ ରୋଗ ହୁଏ
সমার্থক : ଅତି ଅଧିକ, ଅତ୍ୟଧିକତା, ପ୍ରଚୁରତା, ବିପୁଳତା
অন্যান্য ভাষায় অনুবাদ :
The property of being extremely abundant.
The profusion of detail.অর্থ : ଆବଶ୍ୟକତାଠାରୁ ଅଧିକ ପରିମାଣ
উদাহরণ :
ଶସ୍ୟର ଆଧିକ୍ୟ ହେଲେ ଏହାର ରପ୍ତାନୀ କରାଯାଏ
সমার্থক : ଅତିରେକ, ଅଧିକତା, ଅପର୍ଯ୍ୟାପ୍ତ, ଆତିଶଯ୍ୟ, ଆଧିକ୍ୟ, ପ୍ରାବଲ୍ୟ
অন্যান্য ভাষায় অনুবাদ :
जितना होना चाहिए उससे अधिक मात्रा।
अनाज के अतिरिक्त भाग को निर्यात किया जाता है।