অর্থ : କଢ଼ର ଫୁଲ ରୂପକୁ ବଦଳିବା
উদাহরণ :
ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
সমার্থক : ଖେଳିଯିବା, ଫୁଟି ଉଠିବା, ଫୁଟିବା, ବିକଶିତ ହେବା
অন্যান্য ভাষায় অনুবাদ :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।