অর্থ : ଯେଉଁ ସ୍ତ୍ରୀ ପ୍ରସବ କ୍ରିୟା ଦ୍ୱାରା ଅତିବାହିତ ହେଉଛି
উদাহরণ :
ସେବିକା ପ୍ରସବ ବେଦନାରେ ପୀଡ଼ିତ ପ୍ରସୂତୀକୁ ସାନ୍ତ୍ୱନା ଦେଉଥିଲେ
সমার্থক : ପ୍ରସୂତୀ
অন্যান্য ভাষায় অনুবাদ :
वह स्त्री जो प्रसव क्रिया से गुजर रही हो।
परिचारिका प्रसव वेदना से पीड़ित प्रसौती को ढाढ़स बँधा रही थी।