অর্থ : ଯେଉଁଘରେ ରହି ସ୍ତ୍ରୀ ପିଲା ଜନ୍ମ କରେ
উদাহরণ :
ପ୍ରସୂତି ଗୃହ ସ୍ୱଚ୍ଛ ହେବା ଆବଶ୍ୟକ
সমার্থক : ପ୍ରସବ ଗୃହ, ସୂତିକା ଘର
অন্যান্য ভাষায় অনুবাদ :
A hospital ward that provides care for women during pregnancy and childbirth and for newborn infants.
maternity ward