অর্থ : କାହାରିକୁ ବଶ କରି ଯେଉଁ କାର୍ଯ୍ୟ କରାଯାଏ
উদাহরণ :
ପ୍ରଲୋଭନ ଦେଖାଇ ଶିଶୁଟିକୁ ସହଜରେ ଚୁପ୍ କରାଯାଇପାରେ
অন্যান্য ভাষায় অনুবাদ :
The act of influencing by exciting hope or desire.
His enticements were shameless.অর্থ : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
উদাহরণ :
କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍ ନୁହେଁ ଲୋଭ ଖରାପ ବିଷୟ
সমার্থক : ଲିପ୍ସା, ଲୋଭ, ଲୋଲୁପତା, ଳାଳସା
অন্যান্য ভাষায় অনুবাদ :
Excessive desire to acquire or possess more (especially more material wealth) than one needs or deserves.
greed